Latest Odisha News

ସୁଶାନ୍ତ ସିଂଙ୍କ ‘ପୁନର୍ଜନ୍ମ’: ଏପରି ନ୍ୟୁଜ କରି ଟ୍ରୋଲ ହେଲା ଏହି ଅଗ୍ରଣୀ ଗଣମାଧ୍ୟମ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଅବିକଳ ମହମ ମୂର୍ତ୍ତି ତିଆରି କରିଛନ୍ତି ପଶ୍ଚିମବଙ୍ଗର ପ୍ରଖ୍ୟାତ କଳାକାର ସୁଶାନ୍ତ ରାୟ । ତେବେ କଳାକାରଙ୍କ ଏହି ଜୀବନ୍ତ କଳାକୁ ସବୁ ମହଲରୁ ଛୁଟିଛି ପ୍ରଶଂସାର ସୁଅ ।

ତେବେ ଜାତୀୟ ଗଣମାଧ୍ୟମ ‘ଜି ନ୍ୟୁଜ୍’ ସୁଶାନ୍ତଙ୍କ ମହମ ପ୍ରତିମୂର୍ତ୍ତିକୁ ନେଇ ଏକ ନ୍ୟୁଜ ଷ୍ଟୋରି ପ୍ରସ୍ତୁତ କରିଥିବା ବେଳେ ଏହାର ଶୀର୍ଷକ ଦେଇଥିଲେ ‘ସୁଶାନ୍ତଙ୍କ ପୁନର୍ଜନ୍ମ’।

ମାତ୍ର କିଛି ସମୟ ମଧ୍ୟରେ Zee ଚ୍ୟାନେଲ ସହ ଏହି ନ୍ୟୁଜ ଷ୍ଟୋରି ସୋସିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଲା। ଲୋକମାନେ କିଭଳି ପ୍ରତିକ୍ରିୟା ରଖିଲେ ଦେଖନ୍ତୁ…

 

Leave A Reply

Your email address will not be published.