Latest Odisha News

ସୁସ୍ମିତା ବାଗଚୀ, ଆକାଶ ଦାସନାୟକ ଓ ମାନସ ମଙ୍ଗରାଜଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ସୁସ୍ମିତା ବାଗଚୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଛନ୍ତି । ତାଙ୍କୁ ‘ମୋ ସ୍କୁଲ’ର ଅଧ୍ୟକ୍ଷା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି ।

ସେହିପରି ଭାବେ ବିଜେଡ଼ି ନେତା ଆକାଶ ଦାସନାୟକଙ୍କୁ ‘ମୋ କଲେଜ’ର ଅଧ୍ୟକ୍ଷ ଏବଂ ମାନସ ମଙ୍ଗରାଜଙ୍କୁ ସରକାରୀ ଗଣମାଧ୍ୟମ ଓ ଲୋକସମ୍ପର୍କ ବିଭାଗ ଉପଦେଷ୍ଟା ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି ଓଡ଼ିଶା ସରକାର ।

Comments are closed.