ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ପାଞ୍ଚ ଜଣ ଆଦିବାସୀଙ୍କୁ ଅପହରଣ କଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲା କଣ୍ଟା ଥାନା ଅନ୍ତର୍ଗତ ବାଟେର ଗ୍ରାମରେ ଘଟଣା ଘଟିଛି। ଅପହୃତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସର୍ବ ଆଦିବାସୀ ସମାଜ ଅନୁରୋଧ କରିଛି। ତେବେ ଏନେଇ ସୁକୁମା ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
BREAKING NEWS
- ଆସୁଛି ପାର୍ବଣ ଋତୁ… ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍
- ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
- ଅଣ୍ଡା ଚୋପା ଛଡ଼ାଇବାରେ ହେଉଛି କି ଅସୁବିଧା? ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ସହଜରେ ବାହାରି ଆସିବ ଚୋପା
- ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା
- Ama Sathi WhatsApp Bot:ରାଜ୍ୟ ପୋଲିସ ପକ୍ଷରୁ ସରଳ ବ୍ୟବସ୍ଥା :‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ଶୁଭାରମ୍ଭ;ମିଳିବ ୧୪ଟି ପୋଲିସ ସେବା
- ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା ଲୁଟେରା

Comments are closed.