Latest Odisha News

BREAKING NEWS

୬୦ ବର୍ଷ ପରେ ୟୁରୋ କପ କ୍ୱାର୍ଟରରେ ପ୍ରବେଶ କଲା ସୁଇଜରଲାଣ୍ଡ

ବୁଖାରେଷ୍ଟ: ୬୦ ବର୍ଷ ପରେ ୟୁରୋ କପ ଫୁଟବଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି ସୁଇଜରଲାଣ୍ଡ । ବିଶ୍ୱ ଚାମ୍ପିୟନ ଫ୍ରାନ୍ସକୁ ପେନାଲ୍ଟି ଶୁଟଆଉଟରେ ୫-୪ରେ ହରାଇ ଦଳ ଏହି ସଫଳତା ହାସଲ କରିଛି । ଚୂଡାନ୍ତ ସମୟରେ ୩-୩ରେ ମ୍ୟାଚ ଶେଷ ହୋଇଥିଲା । ପେନାଲ୍ଟି ଶୁଟଆଉଟରେ ଫ୍ରାନ୍ସ ଷ୍ଟ୍ରାଇକର କିଲିୟମ ଏମବାପ୍ପା ଗୋଲ ସୁଯୋଗ ହାତଛଡା କରିଥିଲେ ।

ଯାହାର ଫାଇଦା ସୁଇଜରଲାଣ୍ଡ ଉଠାଇଥିଲା । ପ୍ରଥମ ଥର ପାଇଁ ସୁଇଜରଲାଣ୍ଡ କୌଣସି ବଡ ଟୁର୍ଣ୍ଣାମେଂଟରେ ପେନାଲ୍ଟି ଶୁଟଆଉଟରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.