Latest Odisha News

BREAKING NEWS

ଟି-୨୦ ମୁକାବିଲା; ଯାତ୍ରୀଙ୍କ ସୁବିଧା ପାଇଁ କଟକ ସହରରେ ଗଡିବ ଆମ ବସ୍ 

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମୁକାବିଲା ପାଇଁ କଟକ ସହରକୁ ଯାତ୍ରା କରୁଥିବା କ୍ରିକେଟ୍ ପ୍ରେମୀଙ୍କ ପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ଦୁଇଟି ସ୍ୱତନ୍ତ୍ର ରୁଟ୍ ସହିତ ବସ୍ ସେବା ଚଳାଇଛି।

ଟି-୨୦ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ଆମ ବସ୍ ସେବା କେବଳ ମ୍ୟାଚ୍ ଦିନ ୨୦ ମିନିଟ୍ ବ୍ୟବଧାନରେ ଉପଲବ୍ଧ ହେବ। ଏନେଇ କ୍ରୁଟ ପକ୍ଷରୁ ପୋଷ୍ଟ କରାଯାଇଛି।

 

Leave A Reply

Your email address will not be published.