ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ‘ଘରେ ଘରେ ରାସନ’ ଯୋଜନା ସ୍ଥଗିତ
ଚଣ୍ଡିଗଡ଼: ପୁଣି ପଞ୍ଜାବ ସରକାରଙ୍କୁ ଝଟକା। 'ଘରେ ଘରେ ରାସନ' ଯୋଜନାକୁ ସ୍ଥଗିତ ରଖିଲେ ପଞ୍ଜାବ-ହରିୟାଣା ହାଇକୋର୍ଟ। ପଞ୍ଜାବ ସରକାରଙ୍କ ଦ୍ୱାରା ରାସନର ହୋମ ଡେଲିଭିରି ଯୋଜନାକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପହିଲା ଅକ୍ଟୋବରରୁ ଘରେ ଘରେ ରାସନ ବିତରଣ କରିବାର ଯୋଜନା…