Latest Odisha News

ହଷ୍ଟେଲ୍‌ ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ

ଭୁବନେଶ୍ୱର: ୫ ମହଲା ଛାତରୁ ଡେଇଁ ପଡ଼ିଲେ ଭୁବନେଶ୍ୱର ଆଇଆଇଟି ଛାତ୍ରୀ। ଅରୁଗୁଳ ଆଇଆଇଟି କ୍ୟାମ୍ପସରୁ ଜଣେ ତୃତୀୟ ବର୍ଷ ବିଟେକ୍ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କ ଘର ଦିଲ୍ଲୀରେ ଥିବା ବେଳେ ତାଙ୍କ ନାମ କ୍ରୀତିକା ରାଜ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ଗତକାଲି…

ରୋଷେଇ ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ପରିବାରର ୫ ସଦସ୍ୟ ଗୁରୁତର

ଅନୁଗୁଳ: ବୁଧବାର ଅନୁଗୁଳ ଜିଲ୍ଲାରେ ଅଭାବନୀୟ ଘଟଣା। ଘରେ ରୋଷେଇ କରୁଥିବା ବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ବଅଁରପାଳ ବ୍ଲକ ତଳମୂଳ ଗାଁରେ ଘଟିଛି ଏହି ଅଘଟଣ। ଗ୍ୟାସ୍ ଟାଙ୍କି ଫାଟିବା ଫଳରେ ଘରେ ନିଆଁ ଲାଗିଯାଇଛି। ଘଟଣାରେ ଗୋଟିଏ ପରିବାର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ…

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ

ମେଟୁର: ସାଧାରଣ ନିର୍ବାଚନ ହେବାକୁ କିଛି ଦିନ ବାକି ଥିବା ବେଳେ ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ସମ୍ବୋନ୍ଧୀୟ ଆଲୋଚନା। କେଉଁ ଆସନରୁ କାହାକୁ ଟିକେଟ ମିଳିଛି ସେନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଚାଲିଛି। ଏହାରି ଭିତରେ ତାମିଲନାଡୁରୁ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ…

ବିଜେଡ଼ିରେ ଯୋଗ ଦେଲେ ବଣାଁଇ କିଶାନ ସମାଜ ସଭାପତି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାର ବଣାଁଇ କିଶାନ ସମାଜର ସଭାପତି ଓ ସମ୍ପାଦକଙ୍କ ସମେତ ୨ ହଜାରରୁ ଉର୍ଦ୍ଧ୍ୱ କର୍ମୀ ଆଜି ଶଙ୍ଖ ଭବନଠାରେ ବିଜେଡିରେ ଯୋଗ ଦେଇଛନ୍ତି।  ମନ୍ତ୍ରୀ ତଥା ସୁନ୍ଦରଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡାଇ, ସୁନ୍ଦରଗଡ ଜିଲ୍ଲାର ସହପର୍ଯ୍ୟବେକ୍ଷକ ଦେବାଶିଷ…

ସୁସ୍ଥ ରହିବାକୁ ଯାଇ ଅତ୍ୟଧିକ ଗରମ ପାଣି ପିଉଛନ୍ତି କି?

ଯେଉଁମାନେ ନିଜର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ପ୍ରତିଦିନ ଗରମ ପାଣି ପିଅନ୍ତି। ଥଣ୍ଡାରେ ଗରମ ପାଣି ପିଇବା ସମସ୍ତଙ୍କର ଅଭ୍ୟାସ। ଗରମ ପାଣି ଦ୍ୱାରା ଶରୀରକୁ ଆରମ ଲାଗେ ଏବଂ ଶରୀରକୁ ଉଷୁମ ରଖେ। କିନ୍ତୁ କିଛି ଲୋକେ ମାତ୍ରାଧିକ ଗରମ ପାଣି ପିଅନ୍ତି। ଯାହାକି ସ୍ୱାସ୍ଥ୍ୟ ପାଇଁ…

ଧୂମପାନ କରୁନଥିବା ବ୍ୟକ୍ତିଙ୍କୁ ମଧ୍ୟ ଫୁସଫୁସ କର୍କଟ ହେବାର ଆଶଙ୍କା

ସ୍ୱାସ୍ଥ୍ୟସେବାରେ ଅଗ୍ରଗତି ସତ୍ତ୍ୱେ ଭିନ୍ନ ଭିନ୍ନ ରୋଗ ବୃଦ୍ଧି ପାଉଛି। ପୂର୍ବ ଅପେକ୍ଷା ଆଜିର ଯୁଗରେ କର୍କଟ ରୋଗ ସାଧାରଣ ହୋଇଗଲାଣି। ଏହି କର୍କଟ ଲକ୍ଷଣ ଏକ ନିର୍ଦ୍ଧିଷ୍ଟ ପ୍ରକାରରେ ଦେଖାଯାଏ ନାହିଁ। ଭିନ୍ନ ଭିନ୍ନ କ୍ୟାନ୍ସରରେ ଭିନ୍ନ ଭିନ୍ନ ଲକ୍ଷଣ। ଫୁସଫୁସ କର୍କଟକୁ ବହୁତ ବିଳମ୍ବରେ…

ଆପଣଙ୍କ ଖାଦ୍ୟରେ ରହିଛି ଅବସାଦ ହେବାର କାରଣ, ଜାଣନ୍ତୁ କ’ଣ ଏହି ସବୁ ଖାଦ୍ୟ…

ଆଜିକାଲି ଅଧିକାଂଶ ଲୋକେ ନିଜ କର୍ମକ୍ଷେତ୍ର, ପରିବାର ଦାୟିତ୍ୱ, ନିଜ ସ୍ୱାସ୍ଥକୁ ନେଇ ଅନେକ ଚାପଗ୍ରସ୍ତ ହୋଇପଡ଼ନ୍ତି। ଆଉ ଏହି ଚାପ ଅଧିକାଂଶ ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି, ଯାହାକୁ ଚାହିଁଲେ ସୁଦ୍ଧା ଅଣଦେଖା କରିପାରନ୍ତି ନାହିଁ। ଯଦି ସମୟ ଥାଉ ଥାଉ ଏହି ଚାପକୁ କମାଇ ନଦିଆଯାଏ, ତେବେ…

ଜ୍ୟାକଲିନଙ୍କୁ ପୁଣି ସମନ ଜାରି କଲା ଦିଲ୍ଲୀ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନ ଜଡିତ ଥିବା ନେଇ ଘନ ଘନ ଜେରା କରୁଛି ପୋଲିସ। ଏହି ମାମଲାରେ ସେପ୍ଟେମ୍ବର ୧୪ ବୁଧବାର ଅଭିନେତ୍ରୀଙ୍କୁ ସମନ ପଠାଇ…

ଲଟେରୀ ଖୋଲିଦେଲା ଅଟୋ ଡ୍ରାଇଭରଙ୍କ ଭାଗ୍ୟ, ରାତାରାତି ବନିଗଲେ କୋଟିପତି

ଥିରୁବନ୍ତପୁରମ୍: ଭାଗ୍ୟ ବଦଳାଇ ଦେଲା ଲଟେରୀ। ରାତାରାତି ବନିଗଲେ କୋଟିପତି। କିଛି ଟଙ୍କାର ଲଟେରୀ କିଣି କୋଟିପତି ହୋଇଗଲେ ଜଣେ ଅଟୋ ଚାଳକ। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ ଯେ ରାତାରାତି ୨୫ କୋଟି ଟଙ୍କାର ଓନାମ୍‌ ବମ୍ପର ଲଟେରୀର ବିଜେତା ବନିଗଲେ। ସେ ହେଉଛନ୍ତି କେରଳର…

ଗର୍ଭଧାରଣ ବେଳେ ସୁନ୍ଦର ରହିବାକୁ ଚାହୁଁଛନ୍ତି କି, ନିଅନ୍ତୁ ଆଲିଆଙ୍କ ଟିପସ୍

ଗର୍ଭାବସ୍ଥାରେ କେଉଁ ପୋଷାକ ପିନ୍ଧିବେ, କେଉଁ ଫ୍ୟାଶନ ଆପଣେଇବେ, ଯଦି ଆପଣ ଅଫିସ ଯାଆନ୍ତି ତେବେ କେଉଁ ପ୍ରକାର ପୋଷାକ ପିନ୍ଧିବେ ସେନେଇ ନିଶ୍ଚିତ ଚିନ୍ତା କରୁଥିବେ। ତେବେ ଏହି କ୍ଷେତ୍ରରେ ଆପଣ ଆଲିଆ ଭଟ୍ଟଙ୍କ ପ୍ରେଗନେନସି ଲୁକ୍ ଆପଣେଇ ପାରିବେ। ଆଲିଆ ଏହି ଲୁକରେ ବେଶ ସୁନ୍ଦର ଲାଗୁଛନ୍ତି।…