ଚୋରା ମଦକୁ ବିରୋଧ କରି ତାତିଲେ ଶତାଧିକ ମହିଳା
ଯାଜପୁର: ଚୋରା ମଦକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଆଉଁରୀ ପଞ୍ଚାୟତ ଢ଼ିହକୁଳା ଅଞ୍ଚଳରେ। ଢିହକୁଳା ଗ୍ରାମରେ ବିଜୟ ମଳିକଙ୍କ ପୁଅ ସଞ୍ଜୟ ମଳିକ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରୁ ଆସୁଥିଲା। ଏ ନେଇ ବାରମ୍ବାର ଅଭିଯୋଗ ପରେ ବି କୌଣସି…