ଓଡ଼ିଶାର ପାରମ୍ପରିକ ଚଢ଼େଇଆ ନାଚ ସମ୍ପର୍କରେ ଜାଣନ୍ତୁ
ଭୁବନେଶ୍ୱର: ଓଡିଶାରେ ପ୍ରଚଳିତ ନୃତ୍ୟମାନଙ୍କ ମଧ୍ୟରୁ ଚଢ଼େଇଆ ନୃତ୍ୟ ଅନ୍ୟତମ । ଏହାର ପରମ୍ପରା ଅତି ପ୍ରାଚୀନ । ଚଢ଼େଇଆ ହେଉଛନ୍ତି କେଳା ଓ ଶବର । ସେମାନେ ବଣ ଜଙ୍ଗଲରୁ ଚଢ଼େଇ ଧରି ବିକିବା, ସାପ ଧରି ଗାଁ ଗଣ୍ଡାରେ ସାପ ଖେଳାଇ ଜୀବନ ଚଳାଇଥାନ୍ତି । କେଳୁଣି ବା ଶବରୁଣି ଗାଁ ରେ ବୁଲି ଚିତା…