ଦେଶର ପ୍ରାୟ୧ ଲକ୍ଷ ୧୯ ହଜାର ପିଲା କରୋନା ଯୋଗୁ ଅନାଥ ହୋଇଛନ୍ତି
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇସାରିଲେଣି। ଅନେକ ଲୋକଙ୍କ ପରିବାର ଛାରଖାର ହୋଇଯାଇଛି। ଅନେକ ନିଷ୍ପାପ ଶିଶୁ ମଧ୍ୟ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ଦି ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପ୍ରାୟ ୧,୧୯,୦୦୦ ଜଣ ଶିଶୁ…