କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର
ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ…