ଭୁବନେଶ୍ୱର ଏମ୍ସରୁ ୧୨ ଦଲାଲ ଗିରଫ
ଭୁବନେଶ୍ୱର: ଏମ୍ସ ପରିସରରୁ ୧୨ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି । ରୋଗୀଙ୍କୁ ସାହାଯ୍ୟ କରିବା ନାଁରେ ଏହି ଦଲାଲ୍ ମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କୁ ଧରିବା ଲାଗି ପୋଲିସ ରୋଗୀ ବେଶରେ ଯାଇଥିଲେ । ଦଲାଲ୍ ଏମ୍ସ ଓପିଡି ଟିକେଟକୁ ୫ ହଜାର ଟଙ୍କାରେ ବିକ୍ରି କରୁଥିଲେ…