Latest Odisha News
Browsing Tag

12 fake teacher- will arrested

ଧରାପଡିଲେ ୧୨ ନକଲି ଶିକ୍ଷକ

କେନ୍ଦୁଝର: ଧରାପଡିଲେ ୧୨ ଜଣ ଜାଲ ଶିକ୍ଷକ । କେନ୍ଦୁଝର ଜିଲ୍ଲାରେ ୧୨ ଜଣ ବିଇଡି ଡିଗ୍ରୀଧାରି ନକଲି ଶିକ୍ଷକ ଧରାପଡିଛନ୍ତି । କେନ୍ଦୁଝର ଜିଲ୍ଳାର ୮ ବ୍ଲକରୁ ଏମାନେ ଧରାପଡିଛନ୍ତି । ଏନେଇ ଜିଲ୍ଳା ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜାଲ ପ୍ରମାଣ ପତ୍ର ଦେଇ…