ଭୟ ବଢାଉଛି ଓମିକ୍ରନ୍; ବ୍ରିଟେନରେ ୧୪ ଜଣଙ୍କ ମୃତ୍ୟୁ
ଲଣ୍ଡନ: ବିଶ୍ବବ୍ୟାପୀ, ଓମିକ୍ରନ୍ ପ୍ରଜାତିକୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ। ଏହି ସମୟରେ, ବ୍ରିଟେନ ସୂଚନା ଦେଇଛି ଯେ ଓମିକ୍ରନ୍ ଭାରିଆଣ୍ଟରେ ପୀଡିତ ୧୨୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି କାରଣରୁ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବ୍ରିଟେନର…