ପାରାଦୀପ ବ୍ୟାଙ୍କରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ
ପାରାଦୀପ: ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ…