୧୯୧୩ ନୂଆ ପଜିଟିଭ ଚିହ୍ନଟ , ରାଜ୍ୟରେ ୧୦୦ ଉପରେ ମାତ୍ର ୩ ଜିଲ୍ଲା
ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲଗାତାର ତିନିରୁ ଚାରି ଦିନ ହେବ ଓଡ଼ିଶାରେ ୨ ହଜାର ତଳେ ସଂକ୍ରମିିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୯୩୧ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୦୯ଜଣ…