ମୋବାଇଲ୍ ଆପରେ ହେବ ୨୦୨୧ ଜନଗଣନା !
ନୂଆଦିଲ୍ଲୀ: ଭାରତରେ ଆସନ୍ତା ୨୦୨୧ ଜନଗଣନା କାଗଜ କଲମ ବଦଳରେ ମୋବାଇଲ୍ ଆପ ଦ୍ୱାରା ଅନୁଷ୍ଠିତ ହେବ ।
ଦିଲ୍ଲୀ ଜନଗଣନା ଭବନରେ ଏକ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏବେ କାଗଜ କଲମକୁ ଛାଡି ଡିଜିଟାଲ ଜନଗଣନା କରିବାର ସମୟ ଆସିଯାଇଛି । ଏପରିକି ଜନଗଣନା…