Latest Odisha News

BREAKING NEWS

Browsing Tag

2025

୨୦୨୫ରେ ଜନ୍ମିତ ପିଲାଙ୍କୁ କୁହାଯିବ ‘ଜେନେରେସନ ବିଟା’

ନୂଆଦିଲ୍ଲୀ: ଜାନୁଆରୀ ୧,୨୦୨୫ରୁ ଯେଉଁମାନେ ଜନ୍ମ ହେବେ ସେମାନଙ୍କୁ ବିଟା ଜେନେରେସନ କୁହାଯିବ । ଏହାପୂର୍ବରୁ Gen Y,Z ଏବଂ ଆଲଫା ଜେନେରେସ ଥିଲା । ସାମାଜିକ ରିସର୍ଚ୍ଚର ମାର୍କ ମ୍ୟାକକ୍ରାଇଣ୍ଡଲ୍ କହିଛନ୍ତି ଯେ, ଆଲ୍ଫା ଜେନେରେସନ ସ୍ମାର୍ଟ ଟେକ୍ନୋଲୋଜି ଆସୁଥିବାର ଦେଖିଲା । ଏଆଇକୁ ବଝିଲା…

ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ କେବେ ଖୋଲା ରହୁଛି କେବେ ବନ୍ଦ ସୂଚନା ରହିଲେ ଗ୍ରାହକଙ୍କୁ ଅସୁବଧା ଭୋଗିବାକୁ ପଡିବ ନାହିଁ । ତେବେ ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ। ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ କାମ କରିପାରିବେ । ତଥାପି, ଆପଣଙ୍କର…

ମହାକୁମ୍ଭ ମେଳା ୨୦୨୫: ଜାଣନ୍ତୁ କେବେ ଆରମ୍ଭ ଓ ମହାସ୍ନାନର ଯୋଗ କେବେ ରହିଛି

ନୂଆଦିଲ୍ଲୀ: ୨୦୨୫ ମସିହାରେ ମହାକୁମ୍ଭ ମେଳା ଆୟୋଜିତ ହେବ । ଯାହା ବହୁତ ଭବ୍ୟ ହେବାକୁ ଯାଉଛି | ଆସନ୍ତୁ ଜାଣିବା ମହାକୁମ୍ଭ ୨୦୨୫ ସହିତ ଜଡିତ ଗୁରୁତ୍ଵପୂର୍ଣ୍ଣ ଜିନିଷ ସମ୍ବନ୍ଧରେ.. ମହାକୁମ୍ଭ ମେଳା ପ୍ରତି ୧୨ବର୍ଷରେ ଆୟୋଜିତ ହୁଏ ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ଓ ବୃହସ୍ପତି ଗ୍ରହ…

୨୦୨୫କୁ ନେଇ ବାବା ଭେଙ୍ଗାଙ୍କ ଚାଞ୍ଚଲ୍ୟକର ଭବିଷ୍ୟବାଣୀ

ନୂଆଦିଲ୍ଲୀ: ସାଧାରଣତଃ ଭବିଷ୍ୟବାଣୀରେ ବିଶ୍ୱାସ ନକରିବାକୁ ପରାମର୍ଶ ଦିଆଯାଏ ଏବଂ କେହିକେହି ଏହାକୁ ଅନ୍ଧବିଶ୍ୱାସ ବୋଲି ବିବେଚନା କରିଥାନ୍ତି। କିଛି ଭବିଷ୍ୟଦବକ୍ତା ଅଛନ୍ତି ଯେଉଁମାନଙ୍କ ଭବିଷ୍ୟବାଣୀ ଆଜି ସତ୍ୟ ବୋଲି ପ୍ରମାଣିତ ହେଉଛି। ଏହିପରି ଭବିଷ୍ୟଦବକ୍ତାମାନଙ୍କ ମଧ୍ୟରେ…

ଆସନ୍ତା ବର୍ଷ ହେବ ଜନଗଣନା

ନୂଆଦିଲ୍ଲୀ: ଭାରତରେ ଜନଗଣନା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରେ ଆରମ୍ଭ ହେବ। ଏହା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଦେଶରେ ପ୍ରତି ୧୦ବର୍ଷରେ ଜନଗଣନା ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଜନଗଣନା ୨୦୩୫ରେ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରତି ଦଶନ୍ଧିରେ ଜନଗଣନା କରାଯାଇଥିଲା। ଏହା ପୂର୍ବରୁ…