ଆଜି ରାଜ୍ୟରୁ ୨୦୬ କରୋନା ପଜିଟିଭ୍, ୭ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ
ଭୁବନେଶ୍ୱର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମିଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୧୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୮୭ଟି ରହିଛି । ରାଜ୍ୟର ୨୩ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ୭ଟି ଜିଲ୍ଲା ନୟାଗଡ଼, କନ୍ଧମାଳ, କଳାହାଣ୍ଡି,…