୨୬୨ କଏଦୀ ପଜିଟିଭ, ସ୍ୱତନ୍ତ୍ର ଡାକ୍ତର ଟିମ୍ ନିୟୋଜିତ କରିବାକୁ ଦାବି
ଥିରୁଅନନ୍ତପୁରମ: କେରଳ ରାଜ୍ୟର ପୂଜାପୋରା କେନ୍ଦ୍ରୀୟ ଜେଲରେ କରୋନା ବିସ୍ଫୋରଣ । ଏହି ଜେଲରେ ରହୁଥିବା କଏଦୀଙ୍କ ମଧ୍ୟରୁ ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା କଏଦୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଖବର ଅନୁସାରେ, ଗତ ୩ଦିନ ପୂବର୍ବରୁ ପୂଜାପୋରା ଜେଲରେ ରହୁଥିବା ୯୩୬…