ଯୁଦ୍ଧରେ ୟୁକ୍ରେନରେ ଗଲାଣି ୨୮ ଶିଶୁଙ୍କ ଜୀବନ, ଶତାଧିକ ଆହତ
ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ସାଧାରଣ ନାଗରିକ । ଅକାଳରେ ଜୀବନ ଯାଉଛି । ଏଯାଏ ଯୁଦ୍ଧରେ ୟୁକ୍ରେନରେ ଶତାଧିକ ଲୋକଙ୍କର ମୃତ୍ୟୁ ହେଲାଣି । ଫେବ୍ରୁଆରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା ରୁଷ୍ ।
ଏହାରି ଭିତରେ ରୁଷ ସେନାର ମିସାଇଲ୍, ରକେଟ ଓ…