୨୦୨୨ ସୁଦ୍ଧା ଆଇଟି କ୍ଷେତ୍ରରୁ ଚାକିରି ହରାଇପାରନ୍ତି ୩୦ ଲକ୍ଷ କର୍ମଚାରୀ
ନୂଆଦିଲ୍ଲୀ : ବିଭିନ୍ନ ଆଇଟି କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତି ସାବଧାନ । ୨୦୨୨ ସୁଦ୍ଧା ଯାଇପାରେ ଜୀବିକା । ଜାରି ରହିଥିବା ଅଟୋମେସନ ପ୍ରକ୍ରିୟାରେ ଆସିପାରେ ଏହି ବିପତ୍ତି । ଆସନ୍ତା ୨୦୨୨ ସୁଦ୍ଧା ବିଭିନ୍ନ ଆଇଟି କ୍ଷେତ୍ରରୁ ପ୍ରାୟ ୩୦ ଲକ୍ଷ କର୍ମଚାରୀ ସେମାନଙ୍କ ଚାକିରି…