୩୦୦ କୋଟି କ୍ଲବ୍ରେ ସାମିଲ ହେଲା ଫିଲ୍ମ ‘ପୁଷ୍ପା’
ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା'ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ସୁକୁମାର। ଏହି ଚଳଚ୍ଚିତ୍ର ସାଉଥ୍ରେ ଯେତିକି ଲୋକପ୍ରିୟ ହାସଲ କରିଛି ବଲିଉଡ୍ରେ ମଧ୍ୟ ଦର୍ଶକ ଏହାକୁ ବେଶ୍ ପସନ୍ଦ କରୁଛନ୍ତି।…