୩୪ ପ୍ରତିଶତ ଭାରତୀୟ ବ୍ୟବହାର କରନ୍ତିନି ଡେଟିଂ ଆପ୍
ନୂଆଦିଲ୍ଲୀ: କାସପର୍ସ୍କାଏ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରାୟ ୩୪% ଭାରତୀୟ ଡେଟିଂ ଆପ୍ ବ୍ୟବହାର କରନ୍ତି ନାହିଁ। କାରଣ ସେମାନେ କୌଣସି ଠକାମିର ଶିକାର ବା ପ୍ରତାରିତ ହେବା ଭୟରେ ଏହି ଆପ୍ଠାରୁ ଦୂରେଇ ରହିଥାନ୍ତି।
୪୩% ଲୋକ ଏହା ମଧ୍ୟ କହିଛନ୍ତି ଯେ ସେମାନେ…