ହାଇକୋର୍ଟରେ ୨୦୦୬ ଓଏଏସ୍ ନିଯୁକ୍ତି ମାମଲା: ୩୭୮ ଓଏଏସ୍ ଅଧିକାରୀ ଆଶ୍ୱସ୍ତି
କଟକ: ହାଇକୋର୍ଟରେ ଓଏଏସ୍ ନିଯୁକ୍ତି ବିବାଦ ମାମଲା। ଆଶ୍ୱସ୍ତି ପାଇଛନ୍ତି ରାଜ୍ୟର ୩୭୮ ଓଏଏସ୍ ଅଧିକାରୀ। ସେମାନଙ୍କ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ହାଇକୋର୍ଟ।
୨୦୦୬ ମସିହାରେ ୩୭୮ଜଣ ଓଏଏସ୍ ଭାବେ ନିଯୁକ୍ତି ପାଇଥିଲେ। ସେମାନଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିଲେ ଚୂଡ଼ାନ୍ତ…