ଏପ୍ରିଲ୍ ସୁଦ୍ଧା ଭାରତ ପହଞ୍ଚିବ ସମସ୍ତ ରାଫେଲ୍ ଜେଟ୍
ନୂଆଦିଲ୍ଲୀ: ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ୍ କହିଛନ୍ତି ଯେ ସମସ୍ତ ଚୁକ୍ତିଭିତ୍ତିକ ରାଫେଲ୍ସ ଏପ୍ରିଲ୍ ୨୦୨୨ ସୁଦ୍ଧା ଭାରତରେ ପହଞ୍ଚାଯିବ। ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ ଏବଂ ଭାରତ ଏକ ପ୍ରମୁଖ ଭାଗିଦାରୀ ଗଠନ କରିଛନ୍ତି।
"ଏପର୍ଯ୍ୟନ୍ତ ସୁଦ୍ଧା ୩୦ଟି ରାଫେଲ…