୪ ସିଂହ କରୋନା ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ପ୍ରାଣୀ ଉଦ୍ୟାନରେ ଚାରିଟି ଏସିଆଟିକ୍ ସିଂହ କରୋନା ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏସିଆ ରିପୋର୍ଟରେ ପ୍ରାଣୀ ଉଦ୍ୟାନର ଅପରେଟର ମାନ୍ଦାଇ ୱାଇଲ୍ଡ ଲାଇଫ୍ ଗ୍ରୁପ୍ର ସଂରକ୍ଷଣ,…