ମାଓ ଅଂଚଳରେ ୪-ଜି ନେଟୱାର୍କ
ନୂଆଦିଲ୍ଲୀ : ମାଓ ଅଂଚଳରେ ଲାଗିବ ୪-ଜି ନେଟୱାର୍କ। ଏବେ ର ୨-ଜି ନେଟୱର୍କ ୪-ଜି କୁ ଉନ୍ନୀତ କରାଯିବ। ଦ୍ରୁତ ଇଂଟରନେଟ୍ ସହ ବେତାର ମୁଖ୍ଯସ୍ରୋତରେ ଯୋଡିହେବ ଏହି ସମସ୍ତ ପଛୁଆ ଅଂଚଳ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୟୁନିଭର୍ସାଲ…