୪ଜି ଡାଉନଲୋଡ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ ତଥ୍ୟ
ଭୁବନେଶ୍ୱର: ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ଜିଓ ଦ୍ରୁତତମ ନେଟୱର୍କ ବୋଲି ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ରିପୋର୍ଟରୁ ସୂଚନା ମିଳିଛି।
ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା ହାରାହାରି ୨୦.୮ ମେଗାବିଟ୍…