ହାଇଦ୍ରାବାଦ ବନ୍ୟା: ତେଲେଙ୍ଗାନାକୁ ୫ କୋଟିର ସହାୟତା ଘୋଷଣା କଲା ଓଡିଶା
ଭୁବନେଶ୍ୱର: ବନ୍ୟା ପ୍ରଭାବିତ ହାଇଦ୍ରାବାଦ ଏବଂ ତେଲେଙ୍ଗାନାର କିଛି ଅଞ୍ଚଳରେ ରିଲିଫ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୁଧବାର ଟୁଇଟ୍ କରି କହିଛନ୍ତି, “ହାଇଦ୍ରାବାଦ / ତେଲେଙ୍ଗାନାର କିଛି…