୪୫ ଗ୍ରାମ ବ୍ରାଉନସୁଗର ଜବତ, ୬ ଜଣ ଅଟକ
ବାଲେଶ୍ୱର: ଭୋଗରାଇ ଉଦୟପୁର ନିକଟରୁ ୪୫ ଗ୍ରାମ ବ୍ରାଉନ୍ସୁଗର ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମେରାଇନ୍ ଥାନା ପୋଲିସ୍ । ଜବତ ବ୍ରାଉନ୍ସୁଗରର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ । ସେମାନେ କେଉଁଠୁ ଆଣିଲେ ବ୍ରାଉନସୁଗର ? କାହା ପାଇଁ ଆଣିଥିଲେ…