ବଢୁଛି ଶୀତ; ୧୫ ଡିଗ୍ରୀ ତଳେ ରାଜ୍ୟର ୬ ସହର
ଭୁବନେଶ୍ୱର: ରାଜ୍ୟରେ ୬ ସହର ୧୫ ଡିଗ୍ରୀ ତଳେ ରହିଛି। ବୁଧବାର କ୍ରମାଗତ ଚତୁର୍ଥ ଦିନ ପାଇଁ ୧୧ ଡିଗ୍ରୀ ସେଲସିୟସ ସହ ଡାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ବୋଲି ଆଇଏମଡି କହିଛି।
ରାଜ୍ୟର ଅନ୍ୟ ପାଞ୍ଚଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି। ସେଗୁଡ଼ିକ…