Latest Odisha News

BREAKING NEWS

Browsing Tag

60 lakh mosquito nets

ପାକିସ୍ତାନକୁ ମ୍ୟାଲେରିଆ ଭୟ, ଭାରତଠୁ ୬୦ ଲକ୍ଷ ମଶାରି କିଣିବ ପାକ୍

ଇସଲାମାବାଦ: ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ। ଦିନକୁ ଦିନ ଏହି ଦେଶରେ ବ୍ୟାପୁଛି ମ୍ୟାଲେରିଆ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନ ସମସ୍ତ ପ୍ରକାର ଚେଷ୍ଟା ଚଳାଇଛି। ବନ୍ୟା ପରେ ପାକିସ୍ତାନରେ ମ୍ୟାଲେରିଆ ବ୍ୟାପିବା ଯୋଗୁଁ ସ୍ୱାସ୍ଥ୍ୟ ସଙ୍କଟ ଦେଖାଯାଇଛି। ଏହାକୁ…