ରାଜଧାନୀରେ କମୁଛି କରୋନା ସଂକ୍ରମଣ, ଆଉ ୬୪ ପଜିଟିଭ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ଶହେ ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ବାହାରିଛନ୍ତି ଆଉ ୬୪ ଜଣ କରୋନା ପଜିଟିଭ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୬୪୭ରେ ପହଞ୍ଚିଛି ।
Update…