ଦେଶରେ ୭୭ ଲକ୍ଷ କରୋନା ସଂକ୍ରମିତ, ୭ ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍
ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୪ ଲକ୍ଷ ୪୨ ହଜାର କୋଭିଡ୍ ଟେଷ୍ଚ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୫୪ ହଜାର ୩୬୬ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶେର ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬୧ ହଜାର ୩୧୨କୁ ବୃଦ୍ଧି ପାଇଛି ।…