ଆମେରିକା ଇତିହାସର ସବୁଠୁ ଭୟଙ୍କର ଘଟଣା; ୯/୧୧ ଆତଙ୍କବାଦୀ ଆକ୍ରମଣକୁ ୧୯ ବର୍ଷ
ଭୁବନେଶ୍ୱର: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର (ଡବ୍ଲ୍ୟୁଟିସି) ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ (୯/୧୧)କୁ ଆଜି ୧୯ ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ବର ୧୧ରେ ଆତଙ୍କବାଦୀ ସଂଗଠନ ଅଲ୍-କାଏଦା ଏହି ଆକ୍ରମଣ ଘଟାଇଥିଲା, ଯାହା ସଂପୂର୍ଣ୍ଣ ଆମେରିକାକୁ ଥରାଇ ଦେଇଥିଲା। ବିଶ୍ୱବ୍ୟାପୀ ଏହି…