‘ଏବି ପିଏମ-ଜେଏୱାଇ’ ଯୋଜନାର କିପରି ଲାଭ ଉଠାଇ ପାରିବେ ଆସନ୍ତୁ ଜାଣିବା..
ନୂଆଦିଲ୍ଲୀ: ବର୍ତ୍ତମାନ ୭୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ 'ଏବି ପିଏମ-ଜେଏୱାଇ' ଯୋଜନାର ଲାଭ ପାଇପାରିବେ | ଏଥିରେ କୌଣସି ଆୟ ସୀମା ରହିବ ନାହିଁ ଓ ସେମାନଙ୍କୁ ୫ଲକ୍ଷ ଟାଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ । ପୂର୍ବରୁ ଏହି ଯୋଜନା କେବଳ ଗରିବ ପରିବାର ଏବଂ ଆଶା କର୍ମୀଙ୍କ…