Latest Odisha News
Browsing Tag

Abu Dhabi

ଆସନ୍ତା ୯ରେ ଭାରତ ଗସ୍ତରେ ଆସିବେ ଆବୁଧାବିର କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ସେପ୍ଟେମ୍ବର ୯ରେ ଆବୁଧାବିର କ୍ରାଉନ ପ୍ରିନ୍ସ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହିନ ଭାରତ ଗସ୍ତରେ ଆସିବେ। ୯ ଓ ୧୦ ତାରିଖରେ ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ଶେଖ ଖାଲିଦ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ…

ସେପ୍ଟେମ୍ବରରେ ଭାରତ ଆସିବେ ଆବୁଧାବିର କ୍ରାଉନ୍ ପ୍ରିନ୍ସ

ନୂଆଦିଲ୍ଲୀ: ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହିନ୍ ଆସନ୍ତା ମାସ ତଥା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ସେ ସେପ୍ଟେମ୍ବର ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ…