ଭଦ୍ରକ ରାହାଞ୍ଜ ନିକଟରେ ଟ୍ରକକୁ ଧକ୍କା ଦେଲା ବାଇକ୍, ୨ ମୃତ
ଭଦ୍ରକ : ଭଦ୍ରକ ରାହାଞ୍ଜ ନିକଟ ବାସୁଳି ଢ଼ାବା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଏକ ବାଇକ୍ ପଛପଟୁ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ବଣିଆ ଅଞ୍ଚଳର କାଳିଆ ପଣ୍ଡା ଓ ତାଙ୍କ ସାଙ୍ଗ…