ମର୍ମନ୍ତୁଦ ଦୁର୍ଘଟଣା,୧୦ ଯାତ୍ରୀ ଗୁରୁତର
ମୟୂରଭଞ୍ଜ :ମୟୂରଭଞ୍ଜ ବାଙ୍ଗିରପୋଷି ଦ୍ୱାରସୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ନିକଟରେ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଯାତ୍ରୀ ଅଳ୍ପ ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦାରୁ କେଉଁଝର…