ଦୂରଦର୍ଶନ କ୍ୟାମେରାମ୍ୟାନ୍ ଅଚ୍ୟୁତନନ୍ଦଙ୍କୁ ମିଳିଲା ରାମନାଥ ଗୋଏଙ୍କା ଆୱାର୍ଡ
ନୂଆଦିଲ୍ଲୀ: ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତନନ୍ଦ ସାହୁଙ୍କୁ ସୋମବାର ଦିନ ମରଣୋନ୍ତର ରିପୋଟିଂ ପାଇଁ ‘ରାମନାଥ ଗୋଏଙ୍କା ଏକ୍ସିଲେନ୍ସି ଇନ୍ ଜର୍ଣ୍ଣାଲିଜିମରେ ସମ୍ମାନିତ କରାଯାଇଛି ।
୨୦୧୮ ମସିହା ଲାଗି ସାମ୍ବାଦିକତାରେ ଉତ୍କୃଷ୍ଟ କାର୍ଯ୍ୟ…