ଘରୋଇ ଉପଚାର ମାଧ୍ୟମରେ ଦୂରହେବ ଏସିଡିଟି
ଆମର ପରିବର୍ତ୍ତିତ ଜୀବନଶୈଳୀ ହିଁ ବିଭିନ୍ନ ପ୍ରକାର ରୋଗର କାର ଣ ପାଲଟିଛି। ସେଥିମଧ୍ୟରୁ ଏସିଡିଟି ବା ଅମ୍ଳତା ଅନ୍ୟତମ। ପ୍ରାୟ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ। ଖାଦ୍ୟ ସେବନରେ ଅନିୟମିତତା ଏସିଡିଟିର ମୁଖ୍ୟ କାରଣ। ଏସିଡିଟି ରୋଗୀଙ୍କୁ ଡାକ୍ତରମାନେ ଔଷଧ ଖାଇବାକୁ ପରାମର୍ଶ…