ସ୍ତ୍ରୀ-୨’ ଅଭିନେତାଙ୍କୁ ଅପହରଣ, ୧୨ ଘଣ୍ଟା ରଖିଥିଲେ ବନ୍ଧକ…
ନୂଆଦିଲ୍ଲୀ: 'ସ୍ତ୍ରୀ-୨' ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ। ନଭେମ୍ବର ୨୦ରେ ମେରଟରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେବା ପୂର୍ବରୁ ତାଙ୍କୁ କିଡନାପ୍ କରାଯାଇଥିଲା।
ଅଭିନେତା ଜଣକ ଦିଲ୍ଲୀ-ମେରଟ ରାଜପଥରେ ପହଞ୍ଚିବା ମାତ୍ରେ ତାଙ୍କୁ ଅପହରଣ କରି…