ବର୍ଷାଙ୍କୁ ଅନୁଭବଙ୍କ ଆକୁଳ ନିବେଦନ: ଆପୋଷ ବୁଝାମଣା କରି ଯଥାଶୀଘ୍ର ଅଲଗା ହୁଅ
ଭୁବନେଶ୍ୱର:କିଛି ଦିନ ଧରି ନିରବି ଯାଇଥିବା ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଝଡ ପୁଣି ସୋସିଆଲ ମିଡିଆରେ ଉଠିଛି । କିଛି ସମୟ ପୂର୍ବରୁ ନିଜ ଟୁଇଟର ପେଜରେ ଅନୁଭବ କରିଥିବା ଟୁଇଟକୁ ନେଇ ଏହି ଦାମ୍ପତ୍ୟ କଳି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଟୁଇଟରେ ଅନୁଭବ ବର୍ଷାଙ୍କୁ ତାଙ୍କ ଜୀବନରୁ ଏବଂ…