ଗଞ୍ଜାମ ଓ ଖୋର୍ଦ୍ଧାରେ ସର୍ବାଧିକ ଲୋକ ନିଶାମୁକ୍ତ
ଭୁବନେଶ୍ୱର: ରାଜ୍ୟରେ ଥିବା ସମସ୍ତ ୫୫ଟି ନିଶା ନିବାରଣ କେନ୍ଦ୍ରରୁ ଗତ ୨ବର୍ଷ ମଧ୍ୟରେ ୧୯,୩୯୫ ଜଣ ନିଶାସକ୍ତଙ୍କୁ ନିଶାମୁକ୍ତ କରାଯାଇ ପାରିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୬୦୩୯ ଜଣ ଥିବାବେଳେ ଖୋର୍ଦ୍ଧାରେ ୧୪୪୦, କେନ୍ଦୁଝରରେ ୧୧୨୫ ଓ କଟକରେ ୧୦୩୭, ଯାଜପୁରରେ ୩୫ଜଣଙ୍କୁ ନିଶା…