ଓଡ଼ିଶାରେ ୨୧ ଲକ୍ଷ ଲୋକଙ୍କ ପାଖରେ ନାହିଁ ଆଧାରକାର୍ଡ
ଭୁବନେଶ୍ୱର: ଓଡିଶାର ପ୍ରାୟ ୨୧ ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ ବୋଲି ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ସୂତ୍ରରୁ ପ୍ରକାଶ।
UIDAI ଦେଇଥିବା ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜୁନ୍ ୩୦ ସୁଦ୍ଧା ଆଧାର କାର୍ଡ ପାଇଁ ଯୋଗ୍ୟ ୪,୩୬,୫୬,୩୩୩ ଜନସଂଖ୍ୟା ମଧ୍ୟରୁ…