ଆଜିଠୁ ଯୁକ୍ତ ୨ ନାମଲେଖା
ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି ।
ଛାତ୍ରଛାତ୍ରୀ ଆଡମିଶନ…