Latest Odisha News
Browsing Tag

AI

ଏବେ ଇନଷ୍ଟାଗ୍ରାମରେ ରିଲ୍ ବନେଇବା ହେବ ମଜାଦାର, ଏଆଇ ଭିଡିଓ ଏଡିଟିଂ ଟୁଲ୍ ଆସୁଛି

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଏକ ଦମଦାର ଫିଚର ଆସିବାକୁ ଯାଉଛି, ଯାହା ସାହାଯ୍ୟରେ ୟୁଜର୍ସମାନେ ଅତି ସହଜରେ ଭିଡିଓ ଏଡିଟ୍ କରିପାରିବେ | ଇନଷ୍ଟାଗ୍ରାମର ବସ୍ ଆଦାମ ମୋସେରି ନିକଟରେ ଏହାର ଏକ ଟିଜର ଉପସ୍ଥାପନ କରିଥିଲେ ଯେଉଁଥିରେ ଆଗାମୀ AI ଫିଚର କିପରି ହେବ ତାହା କୁହାଯାଇଛି। ଏଥିପାଇଁ ସେ…

ଏଆଇ ଦେଲା ପରାମର୍ଶ ‘ମା’ବାପାଙ୍କ ହତ୍ୟା କରିଦିଅ’, ଫୋନ ଚଳାଇବାକୁ ମନା କରିଥିଲେ ଅଭିଭାବକ

ନୂଆଦିଲ୍ଲୀ:ଚର୍ଚ୍ଚାରେ ଏବେ ଚାଟବଟ୍ । ଏଆଇ ଚାଟବଟ୍ ଟେକ୍ସାସ୍ ର ଜଣେ ୧୭ ବର୍ଷ ବୟସ୍କ ବାଳକକୁ ପରାମର୍ଶ ଦେଇଛି ଯେ, ସେ ତାଙ୍କ ପିତାମାତାଙ୍କୁ ହତ୍ୟା କରିବା ଉଚିତ କାରଣ ସେମାନେ ଫୋନ ବ୍ୟବହାରର ସ୍କ୍ରିନ ସମୟ ସୀମିତ କରୁଥିଲେ | ବାଳକର ପରିବାର ଚାଟବଟ୍ କମ୍ପାନୀ Character.AI ବିରୋଧରେ…

ଏକ୍ସଏଆଇ : ଏଲୋନ୍ ମସ୍କ ଲଞ୍ଚ କଲେ ଅରୋରା, ସହଜରେ ତିଆରି ହେବ ଏଆଇ ପ୍ରତିଛବି

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ କମ୍ପାନୀ ଏକ୍ସଏଆଇ ଅରୋରାକୁ ଲଞ୍ଚ କରିଛି । ଯାହାକି କମ୍ପାନୀର ଏଆଇ ପ୍ରତିଛବି ଜେନେରେଟର ଟୁଲ୍ ଅଟେ | ରିପୋର୍ଟ ଅନୁସାରେ, ଅରୋରା ନିକଟରେ ଲାଇଭ୍ ହୋଇଥିଲା କିନ୍ତୁ ପରେ କମ୍ପାନୀ ଏହାକୁ ଡାଉନ କରିଥିଲା । ଏବେ ପୁନର୍ବାର ଏହାକୁ ଲଞ୍ଚ କରିଦିଆଯାଇଛି | ଅରୋରା…

୭ ବର୍ଷ ପୂର୍ବେ ଏଆଇକୁ ନେଇ ଏଭଳି ଭବିଷ୍ୟବାଣୀ କରିଥିଲେ ରତନ ଟାଟା

ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ୮୬ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ଆଜି ସମଗ୍ର ବିଶ୍ୱ ଏହି ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ଚିନ୍ତାଧାରାକୁ ମନେ ପକାଉଛି। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ। କିନ୍ତୁ ବହୁତ କମ୍ ଲୋକ ଜାଣିଥିବେ ଯେ ତାଙ୍କର ଟେକ୍ନୋଲୋଜି ପ୍ରତି…

ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ: ଶ୍ରମ ମନ୍ତ୍ରୀ

ନୂଆଦିଲ୍ଲୀ: ଏଆଇ ପାଇଁ କେହି ଚାକିରି ହରାଇବେ ନାହିଁ। ଶ୍ରମ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପାର୍ଲିଆମେଣ୍ଟରେ କହିଛନ୍ତି ଯେ କୃତ୍ରିମ ବୁଦ୍ଧିମତା (AI) ପାଇଁ ଭାରତରେ କେହି ଚାକିରି ହରାଇବେ ନାହିଁ। ବରଂ AI ନୂତନ ଚାକିରିର ସୁଯୋଗ ସୃଷ୍ଟି କରିବ। ଲୋକସଭାରେ ଅଲ ଇଣ୍ଡିଆ ତ୍ରୁଣମୂଳ…