AIMIM ମୁଖ୍ୟ ଅସାଦୁଦ୍ଦିନଙ୍କ ବିରୋଧରେ ମାମଲା ଦାୟର
ଲକ୍ଷ୍ନୌ: ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଆପତ୍ତିଜନକ ଅଭିଭାଷଣ ଦେଇ ଉତ୍ତେଜିତ କରିବା ଏବଂ ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରିବା ଅଭିଯୋଗରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସାଦୁଦ୍ଦିନ ୱାଇସିଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରାଯାଇଛି।…