୪୯ ସିଗାରେଟର ଧୁଆଁ ସହ ସମାନ ଦିଲ୍ଲୀର ବାୟୁ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପରିସ୍ଥିତି ବହୁତ ଖରାପ ପରିସ୍ଥିତିରେ ପହଞ୍ଚିଲାଣି। ବାଣ ଏବଂ ନଡା ଜଳିବା ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଜଣାପଡିଛି।
ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ସହ ଲୋକମାନେ ଆଖିରେ ଜ୍ୱଳନ ମଧ୍ଯ ଅନୁଭବ କରୁଛନ୍ତି। ତେବେ…